ପାଲ ପରେ ପାଣି ସିଞ୍ଚନ… | Heatwave in Aligarh | Uttar Pradesh | Odisha Reporter



#ତତଲା_ସହରରେ_ଝିପିଝିପି_ଥଣ୍ଡା_ପାଣି
#ପ୍ରଚଣ୍ଡ_ତାତିରେ_ଯାତ୍ରୀଙ୍କୁ_ମିଳୁଛି_ଟିକେ_ଆଶ୍ୱସ୍ତି
ଗ୍ରୀଷ୍ମ ତାତିରେ ହନ୍ତସନ୍ତ ହେଉଛନ୍ତି ଦେଶବାସୀ । ଘରୁ ପାଦ କାଢ଼ିଲା ମାତ୍ରକେ ଝାଞ୍ଜି ପବନ ମୁହଁରେ ମାଡ଼ ହେଉଛି । ଆଉ ସେମିତିରେ ଯଦି ରାସ୍ତାକୁ ଯିବେ ତାହା ହେଲେ ପୂରା ଅବସ୍ଥା ଖରାପ। ତାପମାତ୍ରା ବୃଦ୍ଧି ସାଙ୍ଗକୁ ତତଲା ହାୱା ମୁହଁ ପିଠି ପୋଡି ଦେଉଛି। ଏମିତି ସ୍ଥିତିରେ କେମିତି ରାସ୍ତାକୁ ବାହାରିବେ ଲୋକେ। କର୍ମକୁ ଆଖି ଆଗରେ ରଖି ଖରାରେ ଯିବାକୁ ଲୋକେ ବାଧ୍ୟ ହେଉଥିବା ବେଳେ ଚିନ୍ତାରେ ପଡ଼ିଛି ନଗର ନିଗମ। ଯାହାକୁ ନେଇ ଏବେ ଏକ ସୁନ୍ଦର ପଦକ୍ଷେପ ହାତକୁ ନେଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #SpecialStory #watersprikle

source

Leave a Comment

Your email address will not be published. Required fields are marked *

Scroll to Top